ଗୋଡ଼େଇ ଗୋଡ଼େଇ ଗଂଜେଇ ମାଫିଆ ଉପରେ ମାଡି ବସିଲା ପୋଲିସ...ଧରାପଡିବା ପରେ ଏମିତି ଅନେଇଛନ୍ତି ଦୁର୍ବୁତ୍ତ...

ଏକ ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅତର୍କିତ ଭାବରେ ଚଢ଼ାଉ କରି ୧୬୦କିମି ଗଂଜେଇ ସହ ୧୦ଟି ମୋବାଇଲ, ୩ କାର୍ ସହ ୭ ଜଣଙ୍କୁଗିରଫ କରାଯାଇଛି |Odisha Bhaskar ...