ଗ୍ରାସୀମ କଂପାନୀରେ ସଲଫ୍ୟୁରିକ ଟ୍ୟାଙ୍କ ଫାଟି ୫ ଆହତ, ମେଡିକାଲରେ ଚାଲିଛି ଚିକିତ୍ସା

ଛତ୍ରପୁର ୨୪/୫: ଗଞ୍ଜାମ ସ୍ଥିତ ଗ୍ରାସୀମ କମ୍ପାନୀରେ ଅଘଟଣ । କାମ କରୁଥିବା ସମୟରେ ସଲଫ୍ୟୁରିକ ଟ୍ୟାଙ୍କ ଫାଟି ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି । ୫ଜଣକ ମଧ୍ୟରୁ ୩ ଜଣକ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । 