ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ !
ସୁନା କିଣୁଥିଲେ ସାବଧାନ । ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ଅସାଧୁ ସୁନା ବ୍ୟବସାୟୀ ।
ସୁନା କିଣୁଥିଲେ ସାବଧାନ । ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ଅସାଧୁ ସୁନା ବ୍ୟବସାୟୀ । ଆପଣ ଖାଣ୍ଟି ସୁନା ବୋଲି କିଣୁଛନ୍ତି । ଦୋକାନୀ ଆପଣଙ୍କୁ ପଥରରେ ଘଷି ଖାଣ୍ଟି ସୁନା ବୋଲି ଦେଖାଉଛି । ହେଲେ ତାହା ଖାଣ୍ଟି ସୁନା ତ ? ଆମେ ଏହି ପ୍ରଶ୍ନ ପଚାରିବାର ଅର୍ଥ ହେଉଛି ଗହଣା ଦୋକାନୀ ଗ୍ରାହକଙ୍କୁ ଲଗାଉଛନ୍ତି ଚୁନା । ଦେଖନ୍ତୁ ପୂରା ରିପୋର୍ଟ।