ଗ୍ରୀକ୍ ଆଥ୍ଲେଟ ଡୋପ୍ ଟେଷ୍ଟରେ ପଜିଟିଭ
ଏଥେନ୍ସ, ୭ା୮(ଏପି): ପ୍ୟାରିସ ଗେମ୍ସରେ ଜଣେ ଗ୍ରୀକ୍ ଆଥଲେଟ୍ ଡୋପ୍ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କୁ ଆଥଲେଟ ଭିଲେଜ ଛାଡ଼ିବାକୁ କୁହାଯାଇଛି। ଗ୍ରୀସ୍ ଅଲିମ୍ପିକ କମିଟି ଏକ ବିବୃତିରେ ପ୍ରକାଶ କରିଛି, ଗ୍ରୀସ୍ର ଆଣ୍ଟି-ଡୋପିଙ୍ଗ ଏଜେନ୍ସି ଦ୍ୱାରା ଡୋପ୍ ଟେଷ୍ଟ ହୋଇଥିଲା। ଫଳାଫଳ ପଜିଟିଭ ଆସିବାରୁ ଆଥଲେଟ ଜଣକ ତୁରନ୍ତ ସାମୟିକ ସସ୍ପେଣ୍ଡ ହେବା ସ୍ବାଭାବିକ ବୋଲି ହେଲେନିକ ଅଲିମ୍ପିକ କମିଟି (ଏଚ୍ଓସି) କହିଛି। ଏଚ୍ଓସି ଆଥଲେଟଙ୍କ ପରିଚୟ କିମ୍ବା ସେ କେଉଁ ଖେଳରେ ଭାଗ ନେବାକୁ ଆସିଥିଲେ […] The post ଗ୍ରୀକ୍ ଆଥ୍ଲେଟ ଡୋପ୍ ଟେଷ୍ଟରେ ପଜିଟିଭ appeared first on Dharitri Odia News.
ଏଥେନ୍ସ, ୭ା୮(ଏପି): ପ୍ୟାରିସ ଗେମ୍ସରେ ଜଣେ ଗ୍ରୀକ୍ ଆଥଲେଟ୍ ଡୋପ୍ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କୁ ଆଥଲେଟ ଭିଲେଜ ଛାଡ଼ିବାକୁ କୁହାଯାଇଛି। ଗ୍ରୀସ୍ ଅଲିମ୍ପିକ କମିଟି ଏକ ବିବୃତିରେ ପ୍ରକାଶ କରିଛି, ଗ୍ରୀସ୍ର ଆଣ୍ଟି-ଡୋପିଙ୍ଗ ଏଜେନ୍ସି ଦ୍ୱାରା ଡୋପ୍ ଟେଷ୍ଟ ହୋଇଥିଲା। ଫଳାଫଳ ପଜିଟିଭ ଆସିବାରୁ ଆଥଲେଟ ଜଣକ ତୁରନ୍ତ ସାମୟିକ ସସ୍ପେଣ୍ଡ ହେବା ସ୍ବାଭାବିକ ବୋଲି ହେଲେନିକ ଅଲିମ୍ପିକ କମିଟି (ଏଚ୍ଓସି) କହିଛି। ଏଚ୍ଓସି ଆଥଲେଟଙ୍କ ପରିଚୟ କିମ୍ବା ସେ କେଉଁ ଖେଳରେ ଭାଗ ନେବାକୁ ଆସିଥିଲେ ତାହା ମଧ୍ୟ ଏପର୍ଯ୍ୟନ୍ତ ଜାଣିପାରି ନାହିଁ।
The post ଗ୍ରୀକ୍ ଆଥ୍ଲେଟ ଡୋପ୍ ଟେଷ୍ଟରେ ପଜିଟିଭ appeared first on Dharitri Odia News.