ଗ୍ରୀସ୍ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
ଗ୍ରୀସର କାସୋସ୍ ଦ୍ୱୀପ ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ । ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ୧ସକାଳ ୫.ରେ ଭୂମିକମ୍ପ ହୋଇଥିଲା। ଯାହା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।#Earthquake (#σεισμός) possibly felt 19 sec ago in #Greece. Felt it? Tell us via:????https://t.co/QMSpuj6Z2H????https://t.co/AXvOM7I4Th????https://t.co/wPtMW5ND1t⚠ Automatic crowdsourced detection, not seismically verified yet. More info soon! pic.twitter.com/qLXCtxb5DE— EMSC (@LastQuake) May 22, 2025ମେ ୧୪ ତାରିଖରେ ମଧ୍ୟ ଗ୍ରୀସରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ମାପ କରାଯାଇଥିଲା। ଏହି ଭୂମିକମ୍ପ ସକାଳେ ହୋଇଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇଗଲେ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଅନୁଯାୟୀ, ବୁଧବାର (୧୪ ମଇ) ପ୍ରତ୍ୟୁଷରେ ଗ୍ରୀସର କ୍ରିତ୍ ଦ୍ୱୀପରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ତଥାପି, କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଲୋକଙ୍କୁ ସତର୍କ ରହିବାକୁ
ଗ୍ରୀସର କାସୋସ୍ ଦ୍ୱୀପ ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ । ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ୧ସକାଳ ୫.ରେ ଭୂମିକମ୍ପ ହୋଇଥିଲା। ଯାହା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।
#Earthquake (#σεισμός) possibly felt 19 sec ago in #Greece. Felt it? Tell us via:
????https://t.co/QMSpuj6Z2H
????https://t.co/AXvOM7I4Th
????https://t.co/wPtMW5ND1t
⚠ Automatic crowdsourced detection, not seismically verified yet. More info soon! pic.twitter.com/qLXCtxb5DE— EMSC (@LastQuake) May 22, 2025
ମେ ୧୪ ତାରିଖରେ ମଧ୍ୟ ଗ୍ରୀସରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ମାପ କରାଯାଇଥିଲା। ଏହି ଭୂମିକମ୍ପ ସକାଳେ ହୋଇଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇଗଲେ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଅନୁଯାୟୀ, ବୁଧବାର (୧୪ ମଇ) ପ୍ରତ୍ୟୁଷରେ ଗ୍ରୀସର କ୍ରିତ୍ ଦ୍ୱୀପରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ତଥାପି, କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରାଯାଇଥିଲା।
ଭୂମିକମ୍ପ ପରେ ସୁନାମି ଆକଳନ ଆରମ୍ଭ
ଏହି ଭୂମିକମ୍ପ ପରେ, ସୁନାମି ମୂଲ୍ୟାଙ୍କନ ଆରମ୍ଭ ହୋଇଛି। ESMC ଅନୁଯାୟୀ, ସୁନାମି ବିପଦର ମୂଲ୍ୟାଙ୍କନ କରାଯାଉଛି। ଗତ ସପ୍ତାହରେ ଗ୍ରୀସର ଦକ୍ଷିଣ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ସମାନ ସତର୍କତା ଜାରି କରାଯାଇଥିଲା। ୧୪ ମେ’ ରାତିରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହା ପରେ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇଥିଲା।