ଗ୍ୟାଙ୍ଗଷ୍ଟର ସକିଲକୁ ଘାରିଲା ଏନ୍କାଉଣ୍ଟର ଭୟ, ଫେସବୁକ ପେଜ୍ରେ ଭିଡିଓ ଛାଡ଼ି ମାଗୁଛି ନ୍ୟାୟ
କଟକ: ମୋତେ ନ୍ୟାୟ ଦିଆଯାଉ। ଦୋଷୀଙ୍କୁ ଦଣ୍ଡ ମିଳୁ କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ। ମୁଁ ଏବେ ନିର୍ଦ୍ଦୋଷ। ଏଭଳି ଢଙ୍ଗରେ ନିବେଦନ କରିଛି ଗ୍ୟାଙ୍ଗଷ୍ଟାର ସକିଲ। ସକିଲ କହିଛି ଯେ ମୁଁ ଏବେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହିଁ। ପିଲା ଛୁଆ ସଂସାରରେ ରହିବା ପାଇଁ ଚାହୁଁଛି। ଅପରାଧ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଚାହୁଁଛି। ହେଲେ ପୋଲିସ ମିଛ ମାମଲା କରି ଏନକାଉଣ୍ଟର କରିବା ପାଇଁ ଖୋଜୁଛି। ନିଜ ଫେସବୁକ ପେଜରେ ଭିଡ଼ିଓ ଜାରି କରି ଏହା କହିଛି ସକିଲ।ସେ ଆହୁରି କହିଛି ଯେ ଦୋଷୀଙ୍କୁ ଦଣ୍ଡ ମିଳୁ କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ। ମୁଁ ଏବେ ନିର୍ଦ୍ଦୋଷ। ସମାଜରେ ଆଉ ଅପରାଧ ନକରି ମୁଖ୍ୟସ୍ରୋତକୁ ସାମିଲ ହେବାକୁ ଆହ୍ୱାନ ଦେଉଥିବା ଭିଡିଓରେ ଜଣାପଡିଛି।
କଟକ: ମୋତେ ନ୍ୟାୟ ଦିଆଯାଉ। ଦୋଷୀଙ୍କୁ ଦଣ୍ଡ ମିଳୁ କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ। ମୁଁ ଏବେ ନିର୍ଦ୍ଦୋଷ। ଏଭଳି ଢଙ୍ଗରେ ନିବେଦନ କରିଛି ଗ୍ୟାଙ୍ଗଷ୍ଟାର ସକିଲ। ସକିଲ କହିଛି ଯେ ମୁଁ ଏବେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହିଁ। ପିଲା ଛୁଆ ସଂସାରରେ ରହିବା ପାଇଁ ଚାହୁଁଛି। ଅପରାଧ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଚାହୁଁଛି। ହେଲେ ପୋଲିସ ମିଛ ମାମଲା କରି ଏନକାଉଣ୍ଟର କରିବା ପାଇଁ ଖୋଜୁଛି। ନିଜ ଫେସବୁକ ପେଜରେ ଭିଡ଼ିଓ ଜାରି କରି ଏହା କହିଛି ସକିଲ।
ସେ ଆହୁରି କହିଛି ଯେ ଦୋଷୀଙ୍କୁ ଦଣ୍ଡ ମିଳୁ କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ। ମୁଁ ଏବେ ନିର୍ଦ୍ଦୋଷ। ସମାଜରେ ଆଉ ଅପରାଧ ନକରି ମୁଖ୍ୟସ୍ରୋତକୁ ସାମିଲ ହେବାକୁ ଆହ୍ୱାନ ଦେଉଥିବା ଭିଡିଓରେ ଜଣାପଡିଛି।