ଗ୍ୟାସ୍ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୨ ଜିଅନ୍ତା ଜଳିଗଲେ, ୧୬୫ ଆହତ
ନାଇରୋବି,୨ା୨: ଗ୍ୟାସ୍ ଲିକ୍ ହେତୁ ଅଗ୍ନିକାଣ୍ଡ ଯୋଗୁ ନାଇରୋବିରେ ଏକ ବଡ଼ ଅଘଟଣ ଘଟିଛି। ଅଗ୍ନିକାଣ୍ଡ ପରେ ଭୟଙ୍କର ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୨ ଜଣ ଜିଅନ୍ତା ଜଳି ଯାଇଥିବା ବେଳେ ୧୬୫ ଜଣ ଆହତ ହୋଇଥିବା କୁହାଯାଉଛି। ନାଇରୋବିରେ ଅବସ୍ଥିତ ଏକ ଗ୍ୟାସ୍ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସରକାରୀ ମୁଖପାତ୍ର ଆଇଜାକ ମଓ୍ବୁରା କହିଛନ୍ତି, ଏହି ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି। The post ଗ୍ୟାସ୍ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୨ ଜିଅନ୍ତା ଜଳିଗଲେ, ୧୬୫ ଆହତ appeared first on Dharitri Odia News.
ନାଇରୋବି,୨ା୨: ଗ୍ୟାସ୍ ଲିକ୍ ହେତୁ ଅଗ୍ନିକାଣ୍ଡ ଯୋଗୁ ନାଇରୋବିରେ ଏକ ବଡ଼ ଅଘଟଣ ଘଟିଛି। ଅଗ୍ନିକାଣ୍ଡ ପରେ ଭୟଙ୍କର ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୨ ଜଣ ଜିଅନ୍ତା ଜଳି ଯାଇଥିବା ବେଳେ ୧୬୫ ଜଣ ଆହତ ହୋଇଥିବା କୁହାଯାଉଛି। ନାଇରୋବିରେ ଅବସ୍ଥିତ ଏକ ଗ୍ୟାସ୍ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସରକାରୀ ମୁଖପାତ୍ର ଆଇଜାକ ମଓ୍ବୁରା କହିଛନ୍ତି, ଏହି ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
The post ଗ୍ୟାସ୍ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୨ ଜିଅନ୍ତା ଜଳିଗଲେ, ୧୬୫ ଆହତ appeared first on Dharitri Odia News.