ଘଟଗାଁରେ ବଡ ଧରଣର ଚଢ଼ାଉ : ଏତେ ପରିମାଣର କାଠ ଦେଖି ବନ ବିଭାଗ ତାଜୁବ
ଘଟଗାଁ ୨୪।୭: କେନ୍ଦୁଝର ଜିଲ୍ଲା ଘଟଗାଁ ସନ୍ତରାପୁର ଗ୍ରାମରେ ବନ ବିଭାଗର ବଡ ଧରଣର ଚଢ଼ାଉ । ବୁଧବାର ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସନ୍ତରାପୁର ଗ୍ରାମରେ ଡିଏଫଓଙ୍କ ତତ୍ତ୍ବାବଧାନରେ ସନ୍ତରାପୁର ଗ୍ରାମରେ ବନ ବିଭାଗର ବଡ ଧରଣର ଚଢ଼ାଉ କରିଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ବର୍ତ୍ତମାନ ଜବତ ହେଲାଣି ୭ ଟ୍ରିପ୍ରୁ ଉର୍ଦ୍ଧ୍ବ କାଠ ଜବତ ହୋଇଥିବା ଜଣାପଡିଛି । ଆଗକୁ ଆହୁରି ମଧ୍ୟ କାଠ ଜବତ ନେଇ ଚଢ଼ାଉ ଜାରି ରହିଛି । ଏତେ ପରିମାଣର କାଠ ଦେଖି ବନ ବିଭାଗ ତାଜୁବ । ତେବେ ଘଟଗାଁ ବ୍ଲକ ସନ୍ତରାପୁର ଗ୍ରାମ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିବା ବେଳେ ବନ ବିଭାଗକୁ ବଡ ସଫଳତା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଟ୍ରିପ୍ରୁ ଉର୍ଦ୍ଧ୍ବ ଚୋରା କାଠ ଜବତ ହୋଇଥିବା ବେଳେ ଆଗକୁ ଚଢ଼ାଉ ଜାରି ରହିଛି । ଘଟଣାସ୍ଥଳରେ ଡିଏଫ୍ଓ ଏଚଡି ଧନରାଜ, ଘଟଗାଁ ଏଡିପିଓ, ଘଟଗାଁ ତହସିଲଦାର ଓ ବିପୁଳ ଫୋର୍ସ ମୁତୟନ ରହି ବର୍ତ୍ତମାନ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି ।You Can Read:ଗଛରେ ପିଟିହେଲା କାର୍ : ଦୁର୍ଘଟଣାରେ ୨ ଗୁରୁତର, ଜଣେ ଆହତ
ଘଟଗାଁ ୨୪।୭: କେନ୍ଦୁଝର ଜିଲ୍ଲା ଘଟଗାଁ ସନ୍ତରାପୁର ଗ୍ରାମରେ ବନ ବିଭାଗର ବଡ ଧରଣର ଚଢ଼ାଉ । ବୁଧବାର ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସନ୍ତରାପୁର ଗ୍ରାମରେ ଡିଏଫଓଙ୍କ ତତ୍ତ୍ବାବଧାନରେ ସନ୍ତରାପୁର ଗ୍ରାମରେ ବନ ବିଭାଗର ବଡ ଧରଣର ଚଢ଼ାଉ କରିଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ବର୍ତ୍ତମାନ ଜବତ ହେଲାଣି ୭ ଟ୍ରିପ୍ରୁ ଉର୍ଦ୍ଧ୍ବ କାଠ ଜବତ ହୋଇଥିବା ଜଣାପଡିଛି । ଆଗକୁ ଆହୁରି ମଧ୍ୟ କାଠ ଜବତ ନେଇ ଚଢ଼ାଉ ଜାରି ରହିଛି । ଏତେ ପରିମାଣର କାଠ ଦେଖି ବନ ବିଭାଗ ତାଜୁବ । ତେବେ ଘଟଗାଁ ବ୍ଲକ ସନ୍ତରାପୁର ଗ୍ରାମ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିବା ବେଳେ ବନ ବିଭାଗକୁ ବଡ ସଫଳତା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଟ୍ରିପ୍ରୁ ଉର୍ଦ୍ଧ୍ବ ଚୋରା କାଠ ଜବତ ହୋଇଥିବା ବେଳେ ଆଗକୁ ଚଢ଼ାଉ ଜାରି ରହିଛି । ଘଟଣାସ୍ଥଳରେ ଡିଏଫ୍ଓ ଏଚଡି ଧନରାଜ, ଘଟଗାଁ ଏଡିପିଓ, ଘଟଗାଁ ତହସିଲଦାର ଓ ବିପୁଳ ଫୋର୍ସ ମୁତୟନ ରହି ବର୍ତ୍ତମାନ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି ।
You Can Read: