ଘଟିଲା ବଡ ଅଘଟଣ, ଦୁଇ ସ୍କୁଟିକୁ ପିଟିଲା ପିକଅପ...ରାସ୍ତା ମଝିରେ ନେଇଗଲା ଜୀବନ |
ଗୋପାଳପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବିଲୁ ଢ଼ାବା ନିକଟରେ ଘଟିଛି ଏହି ଦୁର୍ଘଟଣା ! ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣକୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ବ୍ରହ୍ମପୁର mkcg ମେଡ଼ିକାଲରେ ଭର୍ତ୍ତି କରାଯାଇଛି