ଘରୁ କାମ କରୁଥିଲେ ଏହି ସବୁ ଦିଗକୁ ଦିଅନ୍ତୁ ଧ୍ଯାନ…

କୋଭିଡ୍‌ ସମୟର ‘ୱାର୍କ ଫ୍ରମ୍‌ ହୋମ୍‌’ର ଧାରା ପ୍ରଚଳନ ଆରମ୍ଭ ହୋଇଛି। ଅବଶ୍ୟ ମହାମାରୀ ଶେଷ ପରେ ବି ଏହା ଲୋକଙ୍କ ପାଇଁ ସାଧାରଣ କଥା ପାଲଟିଲା। ଘରେ ରହି କାମ କରିବା ଯଦିଓ ସହଜ ଲାଗେ, ତେବେ ଏ କ୍ଷେତ୍ରରେ ଅନେକ ଦିଗକୁ ଧ୍ୟାନ ଦେବାକୁ ପଡ଼େ। ୱାର୍କ ଫ୍ରମ୍‌ ହୋମ୍‌ରେ ଅନେକ ପ୍ରକାର ପ୍ରତିବନ୍ଧକ ଥାଏ। ବାରମ୍ବାର ଲୋକେ ଫୋନ୍‌ ଚେକ୍‌ କରନ୍ତି। ମଝିରେ ମଝିରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼େ। […]

ଘରୁ କାମ କରୁଥିଲେ ଏହି ସବୁ ଦିଗକୁ ଦିଅନ୍ତୁ ଧ୍ଯାନ…
Untitled 1 28

କୋଭିଡ୍‌ ସମୟର ‘ୱାର୍କ ଫ୍ରମ୍‌ ହୋମ୍‌’ର ଧାରା ପ୍ରଚଳନ ଆରମ୍ଭ ହୋଇଛି। ଅବଶ୍ୟ ମହାମାରୀ ଶେଷ ପରେ ବି ଏହା ଲୋକଙ୍କ ପାଇଁ ସାଧାରଣ କଥା ପାଲଟିଲା। ଘରେ ରହି କାମ କରିବା ଯଦିଓ ସହଜ ଲାଗେ, ତେବେ ଏ କ୍ଷେତ୍ରରେ ଅନେକ ଦିଗକୁ ଧ୍ୟାନ ଦେବାକୁ ପଡ଼େ।

ୱାର୍କ ଫ୍ରମ୍‌ ହୋମ୍‌ରେ ଅନେକ ପ୍ରକାର ପ୍ରତିବନ୍ଧକ ଥାଏ। ବାରମ୍ବାର ଲୋକେ ଫୋନ୍‌ ଚେକ୍‌ କରନ୍ତି। ମଝିରେ ମଝିରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼େ।

-ଘରେ ରହି କାମ କରିବା ଯୋଗୁଁ ଲୋକେ ଅଧିକ ସମୟ ଶୋଇ ରହନ୍ତି।

-ତେବେ ଘରୁ କାମ କରୁଥିଲେ ବି ଠିକ୍‌ ସମୟରେ କାମ କରିବା ପାଇଁ ବସିବା ଉପଯୁକ୍ତ।

-ଅନେକ କାମ ସମୟରେ ଫୋନ୍‌କୁ ସାଇଲେଣ୍ଟରେ ରଖନ୍ତି। କିନ୍ତୁ ଘରେ କାମ କରିବା ବେଳେ ଏଭଳି କରନ୍ତୁ ନାହିଁ।

-ନିଜ ମାଲିକଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ଯୋଗାଯୋଗରେ ରୁହନ୍ତୁ।

-ମଝିରେ ମଝିରେ ମେସେଜ୍‌ ଇ-ମେଲ୍‌ ଚେକ୍‌ କରି ଉତ୍ତର ରଖନ୍ତୁ।