ଘରୁ ମିଳିଲା ଯୁବତୀଙ୍କ ମୃତଦେହ

ପ୍ରେମ ନେଇଗଲା ଜୀବନ। ଘରୁ ମିଳିଲା ଯୁବତୀଙ୍କ ମୃତଦେହ। ହାତ ସହ ଶରୀରର ବିଭିନ୍ନ ସ୍ଥାନରେ ଥିଲା କଟା ଦାଗ। ଗୋପାଳପୁର ଥାନା କରାପଲ୍ଲୀ ଗାଁରୁ ଆସିଛି ଏଭଳି ଅଭିଯୋଗ !

ଘରୁ ମିଳିଲା ଯୁବତୀଙ୍କ ମୃତଦେହ
Array