ଘରୁଆସୁଛି କହି ସ୍ବାମୀ ଫେରାର, ସ୍ତ୍ରୀ ଭେଟିଲେ ଏସପି ଙ୍କୁ! Husband escaped for second marriage, Balangir.

ଘରୁଆସୁଛି କହି ସ୍ବାମୀ ଫେରାର, ସ୍ତ୍ରୀ ଭେଟିଲେ ଏସପି ଙ୍କୁ! ବିବାହର ଚାରି ବର୍ଷ ପରେ ସ୍ତ୍ରୀ କୁ ଛାଡି ସ୍ବାମୀ ଫେରାର । ଏସପି ଅଫିସ ର ଦ୍ବାରସ୍ଥ ହେଲେ ମହିଳା । ଆଜି ଏଭଳି ଏକ ଅଭିଯୋଗ ନେଇ ବଲାଙ୍ଗିର ଏସପି ଅଫିସ ର ଦ୍ବାରସ୍ଥ ହୋଇଛନ୍ତି ଝ