ଘରେ ଘରେ ଦୀପ ଜାଳିଲେ ସୁଭଦ୍ରା ଯୋଜନାରେ ସଫଳ ହୋଇଥିବା ମହିଳା

ନିରାକାରପୁର,୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନାର ସଫଳତା ଲାଗି ମହିଳାମାନେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜାଳିଲେ ମହିଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁରୋଧ କ୍ରମେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ମହିଳାମାନେ ବିଭିନ୍ନ ପ୍ରକାରର ମୁରୁଜ ମାଧ୍ୟମରେ ସୁଭଦ୍ରା ଲେଖି ଦୀପ ଜାଳିବା ସହିତ ଶଙ୍ଗ ହୁଳହୁଳୀ ମଧ୍ୟ ଦେଇଛନ୍ତି। ସୂଚନାନୁଯାୟୀ, ନିରାକାରପୁର ପଞ୍ଚାୟତ ନନପଡା ଅଙ୍ଗନଓ୍ବାଡିର ୧,୨,୩ ,୪ ଓ ରାଉଳହଜ ଅଙ୍ଗନଓ୍ବାଡି ୧,୨ କେନ୍ଦ୍ରର ମହିଳା କର୍ମୀ ଓ […] The post ଘରେ ଘରେ ଦୀପ ଜାଳିଲେ ସୁଭଦ୍ରା ଯୋଜନାରେ ସଫଳ ହୋଇଥିବା ମହିଳା appeared first on Dharitri Odia News.

ଘରେ ଘରେ ଦୀପ ଜାଳିଲେ ସୁଭଦ୍ରା ଯୋଜନାରେ ସଫଳ ହୋଇଥିବା ମହିଳା

ନିରାକାରପୁର,୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନାର ସଫଳତା ଲାଗି ମହିଳାମାନେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜାଳିଲେ ମହିଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁରୋଧ କ୍ରମେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ମହିଳାମାନେ ବିଭିନ୍ନ ପ୍ରକାରର ମୁରୁଜ ମାଧ୍ୟମରେ ସୁଭଦ୍ରା ଲେଖି ଦୀପ ଜାଳିବା ସହିତ ଶଙ୍ଗ ହୁଳହୁଳୀ ମଧ୍ୟ ଦେଇଛନ୍ତି।

ସୂଚନାନୁଯାୟୀ, ନିରାକାରପୁର ପଞ୍ଚାୟତ ନନପଡା ଅଙ୍ଗନଓ୍ବାଡିର ୧,୨,୩ ,୪ ଓ ରାଉଳହଜ ଅଙ୍ଗନଓ୍ବାଡି ୧,୨ କେନ୍ଦ୍ରର ମହିଳା କର୍ମୀ ଓ ସିଆର୍‌ପି,ଏମ୍‌ବିକେ ସମେତ ଓରକର ହେଲପର ମାନେ ସାମିଲ ହୋଇ ସ୍ଥାନୀୟ ପଂଚାୟତ ପରିସରରେ ‘ସୁଭଦ୍ରା ସହିତ ସାମିଲ ହେବା ଓଡିଶା ସମୃଦ୍ଧିର ମଙ୍ଗ ଧରିବା ଓ ସୁଭଦ୍ରା ସହାୟତା ଦେଲେ ଆମ ସରକାର କୋଟିଏ ମହିଳାଙ୍କ ସ୍ବପ୍ନ ହେଲା ସାକାର’ ଲେଖାଥିବା ବ୍ୟାନର ମାରି ସମୂହ ଦୀପ ପ୍ରଜ୍ୱଳନ କରିଛନ୍ତି। ସେହିପରି ଡିଆ ପଂଚାୟତ ଭୋଇସାହି ଗା୍ରମରେ ମଧ୍ୟ ମହିଳା ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଛି ।

The post ଘରେ ଘରେ ଦୀପ ଜାଳିଲେ ସୁଭଦ୍ରା ଯୋଜନାରେ ସଫଳ ହୋଇଥିବା ମହିଳା appeared first on Dharitri Odia News.