ଘରେ ପଡିଛି ଯୁବତୀଙ୍କ ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
କାମାକ୍ଷାନଗର ୦୭/୦୩: ଘରଭିତରୁ ଯୁବତୀଙ୍କ ମୃତଦେହ ଠାବ । ମୃତକ ହେଉଛନ୍ତି କାମାକ୍ଷାନଗର ଥାନା ଲୋକନାଥପୁର ଗ୍ରାମର ସ୍ୱର୍ଗତଃ ଶିବ ଖୁଣ୍ଟିଆଙ୍କ ସାନ ଝିଅ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ସୂଚନାଥାଉକି, ବୁଧବାର ଲକ୍ଷ୍ମୀପ୍ରିୟାଙ୍କ ମା ବଡ ଭଉଣି ଘରକୁ ଯାଇଥିଲେ । ଘରେ କେବଳ ମାନସିକ ବିକାରଗ୍ରସ୍ତ ଭଉଣୀ ଓ ଲକ୍ଷ୍ମୀପ୍ରିୟା ଥିଲେ । ରାତିରେ ଖାଇପିଇ ଦୁଇ ଭଉଣି ଶୋଇଥିଲେ । ଗୁରୁବାର ସକାଳୁ ଅନେକ ସମୟ ପର୍ଯ୍ୟନ୍ତ ଘର କବାଟ ନଫିଟିବାରୁ ପଡିଶା ଝରକା ଖୋଲି ଦେଖିଥିଲେ । ଦେଖିବା ପରେ ଜଣାପଡିଥିଲା ଯେ, ଲକ୍ଷ୍ମୀପ୍ରିୟା ଘରେ ଶୋଇଥିବା ଅବସ୍ଥାରେ ପଡିଛନ୍ତି । wp:embed {"url":"https://www.prameyanews7.com/hundreds-of-farmers-from-three-panchayats-of-borigumma-block-protested/","type":"wp-embed","providerNameSlug":"prameya-news-7"} https://www.prameyanews7.com/hundreds-of-farmers-from-three-panchayats-of-borigumma-block-protested/ /wp:embed ଏହାସହ ତାଙ୍କ ବେକରେ ଦାଗ ରହିଛି । ତାଙ୍କର ଏମିତି ଅବସ୍ଥା ଦେଖି ପାଖ ପଡିଶା ତାଙ୍କ ମାଙ୍କୁ ଜଣାଇଥିଲେ । ମାଆ ପରିବାର ଲୋକେ ପହଞ୍ଚି କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ତଦନ୍ତ ପାଇଁ ସା
କାମାକ୍ଷାନଗର ୦୭/୦୩: ଘରଭିତରୁ ଯୁବତୀଙ୍କ ମୃତଦେହ ଠାବ । ମୃତକ ହେଉଛନ୍ତି କାମାକ୍ଷାନଗର ଥାନା ଲୋକନାଥପୁର ଗ୍ରାମର ସ୍ୱର୍ଗତଃ ଶିବ ଖୁଣ୍ଟିଆଙ୍କ ସାନ ଝିଅ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ ।
ସୂଚନାଥାଉକି, ବୁଧବାର ଲକ୍ଷ୍ମୀପ୍ରିୟାଙ୍କ ମା ବଡ ଭଉଣି ଘରକୁ ଯାଇଥିଲେ । ଘରେ କେବଳ ମାନସିକ ବିକାରଗ୍ରସ୍ତ ଭଉଣୀ ଓ ଲକ୍ଷ୍ମୀପ୍ରିୟା ଥିଲେ । ରାତିରେ ଖାଇପିଇ ଦୁଇ ଭଉଣି ଶୋଇଥିଲେ । ଗୁରୁବାର ସକାଳୁ ଅନେକ ସମୟ ପର୍ଯ୍ୟନ୍ତ ଘର କବାଟ ନଫିଟିବାରୁ ପଡିଶା ଝରକା ଖୋଲି ଦେଖିଥିଲେ । ଦେଖିବା ପରେ ଜଣାପଡିଥିଲା ଯେ, ଲକ୍ଷ୍ମୀପ୍ରିୟା ଘରେ ଶୋଇଥିବା ଅବସ୍ଥାରେ ପଡିଛନ୍ତି ।
wp:embed {"url":"https://www.prameyanews7.com/hundreds-of-farmers-from-three-panchayats-of-borigumma-block-protested/","type":"wp-embed","providerNameSlug":"prameya-news-7"}
ଏହାସହ ତାଙ୍କ ବେକରେ ଦାଗ ରହିଛି । ତାଙ୍କର ଏମିତି ଅବସ୍ଥା ଦେଖି ପାଖ ପଡିଶା ତାଙ୍କ ମାଙ୍କୁ ଜଣାଇଥିଲେ । ମାଆ ପରିବାର ଲୋକେ ପହଞ୍ଚି କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତରେ ଅଧିକ ତଦନ୍ତ ଜାରି ରହିଛି ।