ଘରେ ଲାଗିଲା ନିଆଁ, ଜଜଙ୍କ ମୁଖା ଖୋଲିଲା

ଆଇନ ବୃତ୍ତିରେ ଥାଇ ବି ଚଳାଇଥିଲେ ବେଆଇନ କାମ! ଜଜଙ୍କ ଘରେ ନିଆଁ ଲାଗିବା ପରେ ଠାବ ହେଲା ବିଡ଼ା ବିଡ଼ା ଟଙ୍କା।

ଘରେ ଲାଗିଲା ନିଆଁ, ଜଜଙ୍କ ମୁଖା ଖୋଲିଲା
Array