ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା

ରିପୋର୍ଟ ଅନୁସାରେ, ଜଷ୍ଟିସ୍ ବର୍ମା ଦିଲ୍ଲୀର ଏକ ଆବାସିକରେ ପରିବାର ସହ ରହୁଥିଲେ। ଗୁରୁବାର ଯଶୱନ୍ତ ବର୍ମାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା
Array