ଘସିପୁରାରେ ବିଜେଡି ଜିତିଲା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିବା ବେଳେ ଘସିପୁରା ବିଧାନସଭାରେ ବିଜେଡି ଜିତିଛି। ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି।   The post ଘସିପୁରାରେ ବିଜେଡି ଜିତିଲା appeared first on Dharitri Odia News.

ଘସିପୁରାରେ ବିଜେଡି ଜିତିଲା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିବା ବେଳେ ଘସିପୁରା ବିଧାନସଭାରେ ବିଜେଡି ଜିତିଛି। ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି।

 

The post ଘସିପୁରାରେ ବିଜେଡି ଜିତିଲା appeared first on Dharitri Odia News.