ଘେରିଲେ ମାଲିକ, ଫସିଲେ ନରୀ
ଚଳିତ ବର୍ଷ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି। କାରଣ ତୁଳସୀ ଗଣନାଟ୍ୟର ମାଲିକଙ୍କ ସହ ତାଙ୍କର ବିବାଦ ପରେ ନରୀଙ୍କୁ ବ୍ୟାନ କରିଛନ୍ତି ଯାତ୍ରା ମାଲିକ ସଂଘ। ଏକାଠି ମିଟିଂ କରି ଯାତ୍ରା ବର୍ଷ ୨୦୨୫-୨୬ ପାଇଁ ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଛି ।