ଚକମା ଦେଉଥିଲେ ଆଇଏଏସ ଚକମା ବାବୁ || BADA KHABAR TV
ଚକମା ଦେଉଥିଲେ ଆଇଏଏସ ଚକମା ବାବୁ । ବାବୁଙ୍କ ପଦବୀ ଯେତେ ବଡ, କଳାକାରନାମ ସେତେ ବଡ । ଭିଜିଲାନ୍ସ ଜାଲରେ ଧର୍ମଗଡ ଉପ ଜିଲ୍ଲାପାଳ । ଗିରଫ ହେଲେ ଆଇଏଏସ ଧୀମାନ ଚକମା । ଆଇଏଫଏସରୁ ବନିଥିଲେ ଆଇଏଏସ । କିନ୍ତୁ ପାଟିରୁ ଛାଡିନି ଟଙ୍କାର ଲାଳଶା #
ଚକମା ଦେଉଥିଲେ ଆଇଏଏସ ଚକମା ବାବୁ । ବାବୁଙ୍କ ପଦବୀ ଯେତେ ବଡ, କଳାକାରନାମ ସେତେ ବଡ । ଭିଜିଲାନ୍ସ ଜାଲରେ ଧର୍ମଗଡ ଉପ ଜିଲ୍ଲାପାଳ । ଗିରଫ ହେଲେ ଆଇଏଏସ ଧୀମାନ ଚକମା । ଆଇଏଫଏସରୁ ବନିଥିଲେ ଆଇଏଏସ । କିନ୍ତୁ ପାଟିରୁ ଛାଡିନି ଟଙ୍କାର ଲାଳଶା
#