ଚଢ଼ାଦରରେ ଆଳୁ ବିକ୍ରି ନେଇ କଟକ, ଭୁବନେଶ୍ୱରେ ଚଢ଼ାଉ
ଭୁବନେଶ୍ୱର,୨।୧୨: କଟକ ଛତ୍ରବଜାରରେ ଚଢାଉ ସୋମବାର ସକାଳୁ ସକାଳୁ ଯୋଗାଣ ବିଭାଗର ଚଢାଉ ଜାର ରହିଛି । ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ଆସିବା ପରେ ମଧ୍ୟ ଆଳୁ ଦର କାହିଁକି କମିନାହିଁ ସେ ନେଇ ଚଢାଉ ହୋଇଛି। ଚଢ଼ାଦରରେ ବିକ୍ରିକୁ ନେଇ ବେପାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ଅଧିକାରୀ । ସଠିକ ଦରରେ ଆଳୁ ବିକ୍ରି ନ କଲେ ଦୋକାନ ସିଲ କରିବାକୁ ତାଗିଦ କରାଯାଇଛି। ଅନ୍ୟପକ୍ଷେ ଭୁବନେଶ୍ୱର ୪ ନଂ ମାର୍କେଟରେ ମଧ୍ୟ ଚଢ଼ାଉ ହୋଇଛି। […] The post ଚଢ଼ାଦରରେ ଆଳୁ ବିକ୍ରି ନେଇ କଟକ, ଭୁବନେଶ୍ୱରେ ଚଢ଼ାଉ appeared first on Dharitri Odia News.
ଭୁବନେଶ୍ୱର,୨।୧୨: କଟକ ଛତ୍ରବଜାରରେ ଚଢାଉ ସୋମବାର ସକାଳୁ ସକାଳୁ ଯୋଗାଣ ବିଭାଗର ଚଢାଉ ଜାର ରହିଛି । ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ଆସିବା ପରେ ମଧ୍ୟ ଆଳୁ ଦର କାହିଁକି କମିନାହିଁ ସେ ନେଇ ଚଢାଉ ହୋଇଛି। ଚଢ଼ାଦରରେ ବିକ୍ରିକୁ ନେଇ ବେପାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ଅଧିକାରୀ । ସଠିକ ଦରରେ ଆଳୁ ବିକ୍ରି ନ କଲେ ଦୋକାନ ସିଲ କରିବାକୁ ତାଗିଦ କରାଯାଇଛି। ଅନ୍ୟପକ୍ଷେ ଭୁବନେଶ୍ୱର ୪ ନଂ ମାର୍କେଟରେ ମଧ୍ୟ ଚଢ଼ାଉ ହୋଇଛି। ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି। ଭୁବନେଶ୍ବର ଆଇଗିଣିଆ ଗୋଦାମରେ ୧୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିଛି।
ଆହୁରି ଗାଡ଼ି ପହଞ୍ଚିବା ନେଇ ବ୍ୟବସାୟୀ ମହାସଂଘ ମହାସଚିବ ସୂଚନା ଦେଇଛନ୍ତି। ୬୦ରୁ ୭୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବା ପରେ ରେଟ କମିବା ସମ୍ଭାବନା ରହିଛି।
The post ଚଢ଼ାଦରରେ ଆଳୁ ବିକ୍ରି ନେଇ କଟକ, ଭୁବନେଶ୍ୱରେ ଚଢ଼ାଉ appeared first on Dharitri Odia News.