ଚନ୍ଦ୍ରଭାଗାରେ ବୁଡି ମହିଳା ଗୁରୁତର, ଗାଧୋଇବା ବେଳେ ଖସିଗଲା ଗୋଡ

କୋଣାର୍କ ୧୭/୦୩: ସମୁଦ୍ର ବୁଡି ମହିଳା ଗୁରୁତର । ଗୁରୁତର ମହିଳା ଏଗୋ ରାମା । ତାଙ୍କ ଘର ଆନ୍ଧ୍ରପ୍ରଦେଶ ଅଂଚଳରେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି, ସକାଳୁ କୋଣାର୍କ ବୁଲି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ସମୁଦ୍ରରେ ଗୋଡ଼ ଖସିଯାଇଥିଲା । କୋଣାର୍କ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଗୁରୁତର ମହିଳାଙ୍କୁ ଗୋପ ମେଡିକାଲରେ ଭର୍ତ୍ତି । 

ଚନ୍ଦ୍ରଭାଗାରେ ବୁଡି ମହିଳା ଗୁରୁତର, ଗାଧୋଇବା ବେଳେ ଖସିଗଲା ଗୋଡ

କୋଣାର୍କ ୧୭/୦୩: ସମୁଦ୍ର ବୁଡି ମହିଳା ଗୁରୁତର । ଗୁରୁତର ମହିଳା ଏଗୋ ରାମା । ତାଙ୍କ ଘର ଆନ୍ଧ୍ରପ୍ରଦେଶ ଅଂଚଳରେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଥାଉକି, ସକାଳୁ କୋଣାର୍କ ବୁଲି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ସମୁଦ୍ରରେ ଗୋଡ଼ ଖସିଯାଇଥିଲା । କୋଣାର୍କ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଗୁରୁତର ମହିଳାଙ୍କୁ ଗୋପ ମେଡିକାଲରେ ଭର୍ତ୍ତି ।