ଚଲପତିଙ୍କ ମର ଶରୀର ଦେଖି କାନ୍ଦିଲେ , ଟିଭିରେ ନ୍ୟୁଜ ଦେଖି ମର ଶରୀର ନେବାକୁ ମେଡିକାଲରେ ପହଞ୍ଚିଲେ ...

ଟପ୍ ମାଓନେତା ଚଲପତି ଯାହା ମୁଣ୍ଡ ଉପରେ ରହିଛି ଏକ କୋଟିର ଇନାମ ତାର ମୃତ୍ୟୁ ଖବର ଯେତେବେଳ କେବେଳ ରାଜ୍ୟ କି ଦେଶ ନୁହେଁ ଦେଶ ବାହାରେ ବି ଲଗାତର ଭାବରେ ଖବର ପ୍ରାସରଣ ହେବାକୁ ଲାଗିଥିଲା ଯାହାକୁ ଟିଭିରେ ଦେଖିବାକୁ ପାଇଥିଲେ ଚଲପତିଙ୍କ ଶଶୁର