ଚାଇନାରେ ୪ ଆମେରିକୀୟ ଶିକ୍ଷକଙ୍କୁ ଛୁରାମାଡ

ବେଜିଂ,୧୧।୬: ଆଇୟୋଓ୍ବାର ଏକ ଛୋଟ ବିଶ୍ୱବିଦ୍ୟାଳୟର ଚାରିଜଣ ଆମେରିକୀୟ ଶିକ୍ଷକଙ୍କୁ ଉତ୍ତର-ପୂର୍ବ ଚାଇନାର ଜିଲିନ ପ୍ରଦେଶର ଏକ ସର୍ବସାଧାରଣ ପାର୍କରେ ଛୁରୀରେ ଆକ୍ରମଣ କରାଯାଇଛି। ଆମେରିକାର ଗଣମାଧ୍ୟମ ଏବଂ ଆମେରିକାର ସରକାରୀ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ସିଏନଏନ କହିଛି ଯେ କର୍ଣ୍ଣେଲ କଲେଜ ଅଧ୍ୟାପିକାମାନେ ଚାଇନାର ଏକ ସହଭାଗୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରୁଥିବାବେଳେ ଏହି ଆକ୍ରମଣ ଘଟିଛି। ଆଇୟୋଓ୍ବା କଂଗ୍ରେସର ପ୍ରତିନିଧୀ ମାରିଆନେଟ ମିଲର-ମିକ୍ସ ଟୁଇଟରରେ ଲେଖିଛନ୍ତି ଯେ ଆମେ ଉପଯୁକ୍ତ ଚ୍ୟାନେଲ […] The post ଚାଇନାରେ ୪ ଆମେରିକୀୟ ଶିକ୍ଷକଙ୍କୁ ଛୁରାମାଡ appeared first on Dharitri Odia News.

ଚାଇନାରେ ୪ ଆମେରିକୀୟ ଶିକ୍ଷକଙ୍କୁ ଛୁରାମାଡ

ବେଜିଂ,୧୧।୬: ଆଇୟୋଓ୍ବାର ଏକ ଛୋଟ ବିଶ୍ୱବିଦ୍ୟାଳୟର ଚାରିଜଣ ଆମେରିକୀୟ ଶିକ୍ଷକଙ୍କୁ ଉତ୍ତର-ପୂର୍ବ ଚାଇନାର ଜିଲିନ ପ୍ରଦେଶର ଏକ ସର୍ବସାଧାରଣ ପାର୍କରେ ଛୁରୀରେ ଆକ୍ରମଣ କରାଯାଇଛି। ଆମେରିକାର ଗଣମାଧ୍ୟମ ଏବଂ ଆମେରିକାର ସରକାରୀ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି।

ନ୍ୟୁଜ ଏଜେନ୍ସି ସିଏନଏନ କହିଛି ଯେ କର୍ଣ୍ଣେଲ କଲେଜ ଅଧ୍ୟାପିକାମାନେ ଚାଇନାର ଏକ ସହଭାଗୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରୁଥିବାବେଳେ ଏହି ଆକ୍ରମଣ ଘଟିଛି। ଆଇୟୋଓ୍ବା କଂଗ୍ରେସର ପ୍ରତିନିଧୀ ମାରିଆନେଟ ମିଲର-ମିକ୍ସ ଟୁଇଟରରେ ଲେଖିଛନ୍ତି ଯେ ଆମେ ଉପଯୁକ୍ତ ଚ୍ୟାନେଲ ମାଧ୍ୟମରେ କାର୍ଯ୍ୟ କରୁଛୁ ଏବଂ ଆମେରିକାର ଦୂତାବାସ ସହିତ ଉପଯୁକ୍ତ ପ୍ରସଙ୍ଗରେ କଥା ହେବା ପାଇଁ ଅନୁରୋଧ କରୁଛୁ ଯେ ପୀଡିତମାନେ ସେମାନଙ୍କ ଆଘାତ ପାଇଁ ପ୍ରଥମେ ଚିକିତ୍ସିତ ହେବେ ଏହାପରେ ସେମାନେ ଚାଇନା ବାହାରକୁ ଯାଇପାରିବେ।

The post ଚାଇନାରେ ୪ ଆମେରିକୀୟ ଶିକ୍ଷକଙ୍କୁ ଛୁରାମାଡ appeared first on Dharitri Odia News.