ଚାକିରୀ ଲୋଭରେ ଟଙ୍କା ଦିଅନ୍ତୁ ନାହିଁ, ଚାକିରୀ ମିଳିବନି ! Don't give bribe for job, Ajay apprehended, Bbsr.
ଚାକିରୀ ଲୋଭରେ ଟଙ୍କା ଦିଅନ୍ତୁ ନାହିଁ, ଚାକିରୀ ମିଳିବନି ! ଭାଣଜିକୁ ଠକି ମାମୁଁ ଗିରଫ। ରେଲୱେ ଚାକିରି କରିଦେବ ପାଇଁ ଭାଣଜି ଠାରୁ ମାମୁଁ ନେଇଥିଲା ଟଙ୍କା। ଟଙ୍କା ନେବା ପରେ ମାମୁଁ ଧରା ଛୁଆଁ ଦେଉନଥିଲେ। ଏନେଇ ବରଗଡ଼ ଥାନାରେ ଅଭିଯୋଗ କର