ଚାନ୍ଦବାଲିରୁ ହାରିଗଲେ ମନମୋହନ ସାମଲ: ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବ୍ୟୋମକେଶ

କନକ ବ୍ୟୁରୋ: ଚାନ୍ଦବାଲି ଆସନରୁ ପରାଜିତ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ । ୨୦୧୪ ମସିହାରେ ବ୍ୟୋମକେଶ ପ୍ରଥମଥର ପାଇଁ ଏହି ଆସନରୁ ବିଜୟୀ ହୋଇ ଥିଲେ । ତେବେ ୨୦୨୪ରେ ବି ପୁଣି ବିଜୟୀ ହୋଇ ନିଜ ଗଡ ରକ୍ଷା କରିବାରେ ସେ ସଫଲ ହୋଇଛନ୍ତି । The post ଚାନ୍ଦବାଲିରୁ ହାରିଗଲେ ମନମୋହନ ସାମଲ: ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବ୍ୟୋମକେଶ first appeared on Kanak News.

ଚାନ୍ଦବାଲିରୁ ହାରିଗଲେ ମନମୋହନ ସାମଲ: ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବ୍ୟୋମକେଶ

କନକ ବ୍ୟୁରୋ: ଚାନ୍ଦବାଲି ଆସନରୁ ପରାଜିତ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ । ୨୦୧୪ ମସିହାରେ ବ୍ୟୋମକେଶ ପ୍ରଥମଥର ପାଇଁ ଏହି ଆସନରୁ ବିଜୟୀ ହୋଇ ଥିଲେ । ତେବେ ୨୦୨୪ରେ ବି ପୁଣି ବିଜୟୀ ହୋଇ ନିଜ ଗଡ ରକ୍ଷା କରିବାରେ ସେ ସଫଲ ହୋଇଛନ୍ତି ।

The post ଚାନ୍ଦବାଲିରୁ ହାରିଗଲେ ମନମୋହନ ସାମଲ: ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବ୍ୟୋମକେଶ first appeared on Kanak News.