ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଟିମ୍‌ ଘୋଷଣା; ୧୫ ମାସ ପରେ ଫେରିଲେ ସାମି

କନକ ବ୍ୟୁରୋ : ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଟିମ୍‌ ଘୋଷଣା କରାଯାଇଛି । ଟିମ୍‌ ଇଣ୍ତିଆର ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା । ଉପଅଧିନାୟକ ରହିବେ ଶୁଭମନ ଗିଲ୍‌ । ପୁଣି ଟିମ୍‌କୁ ଫେରିଲେ ଷ୍ଟାର ବୋଲର୍‌ ମହମ୍ମଦ ସାମି । ଏହାଛଡ଼ା ଟିମ୍‌ରେ ବିରାଟ କୋହଲି, ଲୋକେଶ ରାହୁଲ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ତ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ସାମିଲ ଅଛନ୍ତି । ୧୫ ମାସ ପରେ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ତିଆର ଷ୍ଟାର ବୋଲର୍‌ ମହମ୍ମଦ ସାମି । ସବୁଠୁ ବଡ଼ କଥା ହେଉଛି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଆହତ ସମସ୍ୟା ନେଇ ତାଙ୍କ ଉପରେ ପ୍ରଶ୍ନ ଉଠୁଥିବା ବେଳେ ବିସିସିଆଇ ପକ୍ଷରୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌(ଉପଅଧିନାୟକ), ବିରାଟ କୋହଲି, ଲୋକେଶ ରାହୁଲ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ତ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, ଅର୍ଶଦୀପ ସିଂ, ଯଶସ୍ୱୀ ଯୟସ୍ୱାଲ

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଟିମ୍‌ ଘୋଷଣା; ୧୫ ମାସ ପରେ ଫେରିଲେ ସାମି

କନକ ବ୍ୟୁରୋ : ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଟିମ୍‌ ଘୋଷଣା କରାଯାଇଛି । ଟିମ୍‌ ଇଣ୍ତିଆର ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା । ଉପଅଧିନାୟକ ରହିବେ ଶୁଭମନ ଗିଲ୍‌ । ପୁଣି ଟିମ୍‌କୁ ଫେରିଲେ ଷ୍ଟାର ବୋଲର୍‌ ମହମ୍ମଦ ସାମି ।

ଏହାଛଡ଼ା ଟିମ୍‌ରେ ବିରାଟ କୋହଲି, ଲୋକେଶ ରାହୁଲ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ତ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ସାମିଲ ଅଛନ୍ତି ।

୧୫ ମାସ ପରେ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ତିଆର ଷ୍ଟାର ବୋଲର୍‌ ମହମ୍ମଦ ସାମି । ସବୁଠୁ ବଡ଼ କଥା ହେଉଛି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଆହତ ସମସ୍ୟା ନେଇ ତାଙ୍କ ଉପରେ ପ୍ରଶ୍ନ ଉଠୁଥିବା ବେଳେ ବିସିସିଆଇ ପକ୍ଷରୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌(ଉପଅଧିନାୟକ), ବିରାଟ କୋହଲି, ଲୋକେଶ ରାହୁଲ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ତ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, ଅର୍ଶଦୀପ ସିଂ, ଯଶସ୍ୱୀ ଯୟସ୍ୱାଲ