ଚାରିଆଡ଼େ ପାଣି, ବନ୍ୟାରେ ୬ ଜିଲ୍ଲା ପ୍ରଭାବିତ

ସୁଁ ସୁଁ କରି ମାଡ଼ିଚାଲିଛି ବନ୍ୟା ଜଳ। ମନ୍ଦିର ବେଢ଼ାକୁ ଘେରିଯାଇଛି ଚାରିଆଡ଼ୁ। ଉବୁଟୁବୁ ଗାଁ ଦାଣ୍ଡ, ଜଳବନ୍ଦୀ ଘର ଦ୍ବାର। କାହା ଘର କୋଉଟା ଜାଣି ହେଉନି, ନିତିଦିନିଆ ରାସ୍ତା ବି ବାରି ହେଉନି। ଟିକେ ଅସାବଧାନ ହେଲେ ବିପଦରେ ପଡ଼ିବା ଥୟ।

ଚାରିଆଡ଼େ ପାଣି, ବନ୍ୟାରେ ୬ ଜିଲ୍ଲା ପ୍ରଭାବିତ
Array