ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
କେମିତି ଗଞ୍ଜାମ ଗଡ଼ ଦଖଲ କଲା ବିଜେପି ? ୧୩ଟି ଆସନରୁ ୧୧ଟିରେ କାହିଁକି ଜିତିଲେ ବିଜେପିର ପ୍ରାର୍ଥୀ ? ଓ-ହବ୍ରେ ଚାଲିଥିଲା କି ବିଜେଡିର ଆଇଟି ସେଲ୍ ? କାହିଁକି ଚାକିରି ଛାଡ଼ିଲେ ଓମକାର ରାୟ ? କେମିତି MSME କ୍ଷେତ୍ରରେ ବିକାଶ କରିବ ଓଡ଼ିଶା ? ଏ ନେଇ କ’ଣ ଉତ୍ତର ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଦେଖନ୍ତୁ ଏହି ସାକ୍ଷାତକାର।