ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ, ସଭାପତିଙ୍କ ଠାରୁ ତୃଣମୂଳ ସ୍ତରରେ କରାଯିବ ସଂଗଠନ ନିର୍ବାଚନ : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର ୧୨।୧୨: ନୂଆ ରୂପ ନେବ ବିଜେଡ଼ି l ଏଭଳି ବୟାନ ଦେଇଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ୩ ବର୍ଷରେ ଥରେ ସାଂଗଠନିକ ନିର୍ବାଚନ ହୁଏ । ଏବେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସଭାପତିଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ସଂଗଠନ ନିର୍ବାଚନ କରାଯିବ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ନିର୍ବାଚନ ପକ୍ରିୟା ଶେଷ ହେବ ବୋଲି ପ୍ରସନ୍ନ କହିଛନ୍ତି ।You Can Read:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା 

ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ, ସଭାପତିଙ୍କ ଠାରୁ ତୃଣମୂଳ ସ୍ତରରେ କରାଯିବ ସଂଗଠନ ନିର୍ବାଚନ : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର ୧୨।୧୨: ନୂଆ ରୂପ ନେବ ବିଜେଡ଼ି l ଏଭଳି ବୟାନ ଦେଇଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ୩ ବର୍ଷରେ ଥରେ ସାଂଗଠନିକ ନିର୍ବାଚନ ହୁଏ । ଏବେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସଭାପତିଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ସଂଗଠନ ନିର୍ବାଚନ କରାଯିବ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ନିର୍ବାଚନ ପକ୍ରିୟା ଶେଷ ହେବ ବୋଲି ପ୍ରସନ୍ନ କହିଛନ୍ତି ।

You Can Read:

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା