ଚାଲିଥିଲା ମଦ ରୋଷେଇ ହଠାତ ଚଢ଼ାଉ କଲା ଅବକାରୀ ବିଭାଗ | ଛାନିଆରେ ଦୌଡିଲେ ମଦ ମାଫିଆ |

କଳାହାଣ୍ଡି ଅବକାରୀ ସୁପରିଟେଣ୍ଡଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ବଡ ଧରଣର ଚଢ଼ାଉ କରାଯାଇଛି । ରେତ ଡେମ ନିକଟରେ ହାତୀମୁଣ୍ଡା ଗାଁ ନିକଟ ପାହାଡରେ ଦେଶୀ ମହୁଲି ମଦ ରନ୍ଧା କାରବାର ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଅବକାର