ଚାଷ ଜମିକୁ ଯାଉଥିଲେ ଯୁବକ, ପଡିଗଲେ ଭାଲୁ ହାବୁଡରେ

ଧର୍ମଗଡ ୪।୮: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟରେ ଘଟିଛି ଏଭଳି ଘଟଣା ।ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗ୍ରାମର ଜଣେ ଚାଷୀ ଡମ୍ବରୁଧର ମାଝୀ ସକାଳେ ନିଜ ଚାଷ ଜମିକୁ ଯାଉଥିଲେ । ସେହି ସମୟରେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସିଥିବା ୨ ଭାଲୁ ହଠାତ ଆକ୍ରମଣ କରିଥିଲେ । କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି lYou Can Read:ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ, ବାଲୁଘାଟ ଅଞ୍ଚଳର ୯ଟି ଘରେ ପସିଲା ପାଣି

ଚାଷ ଜମିକୁ ଯାଉଥିଲେ ଯୁବକ, ପଡିଗଲେ ଭାଲୁ ହାବୁଡରେ

ଧର୍ମଗଡ ୪: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗ୍ରାମର ଜଣେ ଚାଷୀ ଡମ୍ବରୁଧର ମାଝୀ ସକାଳେ ନିଜ ଚାଷ ଜମିକୁ ଯାଉଥିଲେ । ସେହି ସମୟରେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସିଥିବା ୨ ଭାଲୁ ହଠାତ ଆକ୍ରମଣ କରିଥିଲେ । କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

You Can Read:

ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ, ବାଲୁଘାଟ ଅଞ୍ଚଳର ୯ଟି ଘରେ ପସିଲା ପାଣି