ଚାଷ ଜମିରେ ନଜର ଆସିଲେ ଥାଲା-ଥାଲାପତି, ଭାଇରାଲ୍ ହେଲା ଫଟୋ
ନୂଆଦିଲ୍ଲୀ ୨୮/୦୮: ଧୋନୀ-ଜାଡେଜା ଦୁଇ କ୍ରିକେଟର । ଟିମ୍ ଇଣ୍ଡିଆର ଏହି ଦୁଇ କ୍ରିକେଟରଙ୍କ ବଣ୍ଡିଂ ବେଶ୍ ବଢିଆ । ଦୁଇଜଣ ମିଶି ଖେଳିଛନ୍ତି ବଢିଆ ପାଳି । ଖାସ୍ କରି ଆଇପିଏଲ୍ରେ ମଚାଇଛନ୍ତି ଧୂମ୍ । କେବଳ ଖେଳ ନୁହେଁ ମୈଦାନ ବାହାରେ ଏମାନଙ୍କର ଦୋସ୍ତିକୁ ନେଇ ଚର୍ଚ୍ଚା ହୁଏ । ଏହାରି ଭିତରେ ଜାଡେଜାଙ୍କ ଗୋଟିଏ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ତା ପୁଣି ସୋସିଆଲ ମିଡିଆରେ । ଆଉ ଫଟୋ ଦେଖିବା ପରେ ଫ୍ୟାନ୍ସ ବି ବେଶ୍ ପସନ୍ଦ କରୁଛନ୍ତି । ସିଏସ୍କେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । ଧୋନୀ-ଜାଡେଜାଙ୍କ ଫଟୋକୁ ସେୟାର କରି କ୍ୟାପସନରେ ଲେଖିଛି ଥାଲା, ଥାଲାପତି ଇନ ଫିଲ୍ଡ ଟୁଗେଦର । Imagine Thala & Thalapathy in this field together! ????????????#WhistlePodu #WhatIf@imjadeja @msdhoni pic.twitter.com/cjQMyu52Sk— Chennai Super Kings (@ChennaiIPL) August 27, 2024ମାନେ ଦୁଇ ଜଣ କ୍ଷେତରେ ବୁଲୁଛନ୍ତି ଏକାଠି । ଯଦିଓ ଏହି ଫଟୋରେ ସତ୍ୟତା କଣ ଜଣାପଡିନି, ତେବେ ଧୋନୀ-ଜାଡେଜାଙ୍କ ଫଟୋକୁ ଫଟୋଶପ୍ ଜରିଆରେ ସେୟାର କରାଯାଇଛି । ତେବେ ସେୟାର ପରେ ନିଜେ ଜାଡେଜା ଏଥିରେ କମେଣ୍ଟ ଦେଇ ଲେଖିଛନ୍ତି କି, କାଳେ ଏମିତି ହୋଇଥାନ୍ତା କିଯ କି? ସୂଚନା ଥାୁକି, ସାର୍ ଜାଡେଜା ଏବେ ଦିଲ୍ଲୀପ ଟ୍ରଫି ଖେଳୁନାହାଁନ୍ତି । ଏହା ପଛର କାରଣ କଣ ଜଣାପଡିନି ।
ନୂଆଦିଲ୍ଲୀ ୨୮/୦୮: ଧୋନୀ-ଜାଡେଜା ଦୁଇ କ୍ରିକେଟର । ଟିମ୍ ଇଣ୍ଡିଆର ଏହି ଦୁଇ କ୍ରିକେଟରଙ୍କ ବଣ୍ଡିଂ ବେଶ୍ ବଢିଆ । ଦୁଇଜଣ ମିଶି ଖେଳିଛନ୍ତି ବଢିଆ ପାଳି । ଖାସ୍ କରି ଆଇପିଏଲ୍ରେ ମଚାଇଛନ୍ତି ଧୂମ୍ । କେବଳ ଖେଳ ନୁହେଁ ମୈଦାନ ବାହାରେ ଏମାନଙ୍କର ଦୋସ୍ତିକୁ ନେଇ ଚର୍ଚ୍ଚା ହୁଏ ।
ଏହାରି ଭିତରେ ଜାଡେଜାଙ୍କ ଗୋଟିଏ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ତା ପୁଣି ସୋସିଆଲ ମିଡିଆରେ । ଆଉ ଫଟୋ ଦେଖିବା ପରେ ଫ୍ୟାନ୍ସ ବି ବେଶ୍ ପସନ୍ଦ କରୁଛନ୍ତି । ସିଏସ୍କେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । ଧୋନୀ-ଜାଡେଜାଙ୍କ ଫଟୋକୁ ସେୟାର କରି କ୍ୟାପସନରେ ଲେଖିଛି ଥାଲା, ଥାଲାପତି ଇନ ଫିଲ୍ଡ ଟୁଗେଦର ।
Imagine Thala & Thalapathy in this field together! ????????????#WhistlePodu #WhatIf@imjadeja @msdhoni pic.twitter.com/cjQMyu52Sk— Chennai Super Kings (@ChennaiIPL) August 27, 2024
ମାନେ ଦୁଇ ଜଣ କ୍ଷେତରେ ବୁଲୁଛନ୍ତି ଏକାଠି । ଯଦିଓ ଏହି ଫଟୋରେ ସତ୍ୟତା କଣ ଜଣାପଡିନି, ତେବେ ଧୋନୀ-ଜାଡେଜାଙ୍କ ଫଟୋକୁ ଫଟୋଶପ୍ ଜରିଆରେ ସେୟାର କରାଯାଇଛି । ତେବେ ସେୟାର ପରେ ନିଜେ ଜାଡେଜା ଏଥିରେ କମେଣ୍ଟ ଦେଇ ଲେଖିଛନ୍ତି କି, କାଳେ ଏମିତି ହୋଇଥାନ୍ତା କିଯ କି? ସୂଚନା ଥାୁକି, ସାର୍ ଜାଡେଜା ଏବେ ଦିଲ୍ଲୀପ ଟ୍ରଫି ଖେଳୁନାହାଁନ୍ତି । ଏହା ପଛର କାରଣ କଣ ଜଣାପଡିନି ।