ଚାଷୀଙ୍କ ମୁଣ୍ଡରେ ବିଦ୍ୟୁତ୍ ଚଡ଼କ !
ଫସଲ ମରି ମରି ଯାଉଛି, ଉଠା ଜଳସେଚନ ପଏଣ୍ଟ କାମ କରୁନି.. ମିଟର ବୋର୍ଡରେ ତାର ଲମ୍ବିଛି, ଗଭୀର ନଳକୂପରେ ମୋଟରକୁ ବି ତାର ଯାଇଛି, କିନ୍ତୁ ମୋଟର ଘୁରୁନି.. ମନଇଚ୍ଛା ଏକ ବିଦ୍ୟୁତ ବିଲ୍ ଧରାଇ ବିଦ୍ୟୁଦ ସଂଯୋଗକୁ ବିଛିନ୍ନ କରିଦେଇଛି ବିଦ୍ୟୁତ୍ ବିଭାଗ..