ଚିତ୍ରକୋଣ୍ଡାରେ କଂଗ୍ରେସର ବାଜିମାତ୍‌, ବିଜୟୀ ହେଲେ ମଙ୍ଗୁ ଖିଲ

ଚିତ୍ରକୋଣ୍ଡା ୪/୬: ସ୍ବାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାରେ କଂଗ୍ରେସର ବାଜିମାତ୍‌ । ବିଜେଡିର ଲକ୍ଷ୍ମୀପ୍ରିୟା ନାୟକ ଓ ବିଜେପିର ଡମ୍ବରୁ ସିସାଙ୍କ ପରି  ଜଣାଶୁଣା ଚେହେରାକୁ ପଛରେ ପକାଇ ବିଜୟୀ ହୋଇଛନ୍ତି କଂଗ୍ରେସର ମଙ୍ଗୁ ଖିଲ । ଏଠାରେ ଦୁଇ ଦଶନ୍ଧି ଧରି ବିଜେଡି ଶାସନ କରୁଥିଲା । ହେଲେ ଏଥର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଚିତ୍ରକୋଣ୍ଡା ଜିତିଯାଇଛନ୍ତି ମଙ୍ଗୁ ଖିଲ । 