ଚିଲିକା ନଳବଣରେ ଅଗ୍ନିକାଣ୍ଡ

ଚିଲିକା : ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚିଲିକା ବ୍ଲକ କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ଏକର ଏକର ଗଛ ସହ ଫିସିଂ କ୍ୟାଟ ପୋଡି ପାଉଁଶ ହୋଇ ଯାଇଥିବା ସୂଚନା। ଜୋରରେ ପବନ ହେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ମତ୍ସ୍ୟଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି ପାଉଁଶ ହୋଇଛି। ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି। ଖରାଦିନ ନଳ ଘାସ ଶୁଖି ଯାଇଥିବାରୁ କେହି […]

ଚିଲିକା ନଳବଣରେ ଅଗ୍ନିକାଣ୍ଡ
ଚିଲିକା ନଳବଣରେ ଅଗ୍ନିକାଣ୍ଡ

ଚିଲିକା : ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚିଲିକା ବ୍ଲକ କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ଏକର ଏକର ଗଛ ସହ ଫିସିଂ କ୍ୟାଟ ପୋଡି ପାଉଁଶ ହୋଇ ଯାଇଥିବା ସୂଚନା। ଜୋରରେ ପବନ ହେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ମତ୍ସ୍ୟଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି ପାଉଁଶ ହୋଇଛି। ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି। ଖରାଦିନ ନଳ ଘାସ ଶୁଖି ଯାଇଥିବାରୁ କେହି ଦୁର୍ବୁତ୍ତ ଏଥିରେ ନିଆଁ ଲଗାଇ ଦେଇଥିବା ଆଶଙ୍କା କରାଯାଉଛି I