ଚିଲିକାର ଲାଇଫ୍ ଲାଇନ୍ ଭସାପୋଲକୁ ବିପଦ

ଚିଲିକା ମଝିରେ କାହିଁକି ବାରମ୍ବାର ଯାନ୍ତ୍ରିକ ତ୍ରୁଟିର ଶୀକାର ହେଉଛି ଯନ୍ତ୍ର ଚାଳିତ ଡଙ୍ଗା। ଶହ ଶହ ଯାତ୍ରୀଙ୍କୁ ନେଇ ମଝି ଚିଲିକାରେ ଭସାପୋଲ ଓ ଡଙ୍ଗା ଅଟକି ଯିବା ପଛର କାରଣ କଣ।

ଚିଲିକାର ଲାଇଫ୍ ଲାଇନ୍ ଭସାପୋଲକୁ ବିପଦ
Array