ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ, ୫ଟି ରେଞ୍ଜରେ ଗଣତି କରିବେ ୧୮ ଟିମ୍

ଟାଙ୍ଗୀ/ବ୍ରହ୍ମଗିରି ୧୯।୦୧ : ଶନିବାର ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ । ତେବେ ଏହି ଡଲଫିନ୍ ଗଣନା ନେଇ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ବାଲୁଗାଁ-ବଡକୂଳ ସ୍ଥିତ CDAର ରିସର୍ଚ୍ଚ ସେଣ୍ଟର ପରିସରରେ ହୋଇଥିଲା ଏହି ପ୍ରଶିକ୍ଷଣ ଶିବିର । ଚିଲିକାରେ ଦେଖା ଦେଉଥିବା ଇରାୱ।, ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍‌ର ଗଣନା କରାଯିବ । https://www.prameyanews7.com/dolphin-census-in-odishas-chilika-lake/ ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ) ଅଧିନରେ ଥିବା ୫ଟି ରେଞ୍ଜ୍ ଇଲାକାରେ ଏହି ଡଲଫିନ୍ ଗଣନା ଚାଲିଛି । କିଭଳି ଡଲଫିନ୍ ଗଣନା କରିବେ ସେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି । ସେହିପରି ଏହି ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ରୁ ଅଧିକ ଗଣନାକାରୀ ସାମିଲ ହୋଇଥିଲେ, ୪ ଦିନ ଧରି (ଅର୍ଥାତ ୨୦, ୨୧, ୨୨, ୨୩ ତାରିଖ ପର୍ଯ୍ୟନ୍ତ) ଏହି ଗଣନା କାର୍ଯ୍ୟ ଚାଲିବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି । https://www.prameyanews7.com/sanjay-dutt-daughter-trishala-dutt-w

ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ, ୫ଟି ରେଞ୍ଜରେ ଗଣତି କରିବେ ୧୮ ଟିମ୍

ଟାଙ୍ଗୀ/ବ୍ରହ୍ମଗିରି ୧୯।୦୧ : ଶନିବାର ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ । ତେବେ ଏହି ଡଲଫିନ୍ ଗଣନା ନେଇ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ବାଲୁଗାଁ-ବଡକୂଳ ସ୍ଥିତ CDAର ରିସର୍ଚ୍ଚ ସେଣ୍ଟର ପରିସରରେ ହୋଇଥିଲା ଏହି ପ୍ରଶିକ୍ଷଣ ଶିବିର । ଚିଲିକାରେ ଦେଖା ଦେଉଥିବା ଇରାୱ।, ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍‌ର ଗଣନା କରାଯିବ ।

https://www.prameyanews7.com/dolphin-census-in-odishas-chilika-lake/

ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ) ଅଧିନରେ ଥିବା ୫ଟି ରେଞ୍ଜ୍ ଇଲାକାରେ ଏହି ଡଲଫିନ୍ ଗଣନା ଚାଲିଛି । କିଭଳି ଡଲଫିନ୍ ଗଣନା କରିବେ ସେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି ।

ସେହିପରି ଏହି ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ରୁ ଅଧିକ ଗଣନାକାରୀ ସାମିଲ ହୋଇଥିଲେ, ୪ ଦିନ ଧରି (ଅର୍ଥାତ ୨୦, ୨୧, ୨୨, ୨୩ ତାରିଖ ପର୍ଯ୍ୟନ୍ତ) ଏହି ଗଣନା କାର୍ଯ୍ୟ ଚାଲିବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି ।

https://www.prameyanews7.com/sanjay-dutt-daughter-trishala-dutt-wants-to-become-a-virgin-mother/

The post ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ, ୫ଟି ରେଞ୍ଜରେ ଗଣତି କରିବେ ୧୮ ଟିମ୍ appeared first on Prameya News7.