ଚିଲିକାରେ ଫୁଟିଲା ଗୁଳି, ଜଣେ ମତ୍ସ୍ୟଜୀବୀ ଉପରକୁ ଆଖିବୁଜା ଗୁଳିମାଡ କରି ଫେରାର ହେଲେ ଦୁର୍ବୁତ୍ତ...

ଚିଲିକା ଭିତରେ ଦାଦାଗିରି, ଡଙ୍ଗା ନେଇ ମାଛ ମାରିବାକୁ ଗଲେ ମୁହଁକୁ ମୁହଁ ଗାଲକୁ ସେକି ଗୁଳି ଫୁଟାଉଛନ୍ତି । ଗତକାଲି ରାତିରେ ଚିଲିକାରେ ମାଛ ମାରୁଥିବା ସମୟରେ ଜଣେ ମତ୍ସ୍ୟଜୀବୀ ଉପରକୁ ୪୦ ରୁ ୫୦ ରାଉଣ୍ଡ ଗୁଳି ମାଡ଼ ହୋଇଛି । ଦେଶୀ ବନ୍ଧୁକର