ଚେକିଂ ବେଳେ କାର୍ରୁ ମିଳିଲା ୫୫ ଲକ୍ଷ ଟଙ୍କା, ଯାଉଥିଲା ଆନ୍ଧ୍ର କାକିନାଡ଼ା
ବିନିକା ୬।୪: କାର୍ରୁ ମିଳିଲା ୫୫ ଲକ୍ଷ ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ବିନିକା କଲେଜ ଛକରେ ଗାଡି ଚେକିଂ ବେଳେ ୫୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି । ଜବତ ୫୫ ଲକ୍ଷ ୨୦ ହଜାର ଟଙ୍କାକୁ ପୋଲିସ ଜବତ କରିଛି । ଚେକିଂ ବେଳେ ଡ୍ରାଇଭର ସମେତ କାର୍ରେ ୪ ଜଣ ବ୍ୟକ୍ତି ଥିଲେ ।ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଚେକିଂ ବେଳେ କଲେଜ ଛକ ନିକଟରୁ ଇନୋଭା କାର୍ରୁ ଜବତ ହେଲା ୫୫ ଲକ୍ଷ ୨୦ ହଜାର ଟଙ୍କା l ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ପୋଲିସ ସ୍ଥାନୀୟ କଲେଜ ଛକ ନିକଟରୁ ନାକାବନ୍ଦୀ କରି ଚେକିଂ କରୁଥିବା ବେଳେ ସନ୍ଦେହରେ ଏକ ଇନୋଭା ଗାଡିକୁ ଅଟକାଇଥିଲା l ଗାଡ଼ିରେ ୪ ଜଣ ବ୍ୟକ୍ତି ବସିଥିବା ବେଳେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲାକୁ ଯାଉଥିବା ସୂଚନା ମିଳିଛି l ସେହି ଗାଡ଼ିରୁ ୫୫ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା । ଟଙ୍କାକୁ ଜବତ କରି ବ୍ୟାଙ୍କରେ ଜମାକଲା ବିନିକା ପୋଲିସ l ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।You Can Read :ପ୍ରାଇମେରୀ ସ୍କୁଲ ପ୍ରଶ୍ନପତ୍ର ଲିକ୍ କରି ବନ୍ଧାହେଲେ ଆସିଷ୍ଟାଣ୍ଟ ଶିକ୍ଷକ, ଭିୟୁ ବଢାଇବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲରେ କରିଥିଲେ ପ୍ରସାରଣ
ବିନିକା ୬।୪: କାର୍ରୁ ମିଳିଲା ୫୫ ଲକ୍ଷ ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ବିନିକା କଲେଜ ଛକରେ ଗାଡି ଚେକିଂ ବେଳେ ୫୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି । ଜବତ ୫୫ ଲକ୍ଷ ୨୦ ହଜାର ଟଙ୍କାକୁ ପୋଲିସ ଜବତ କରିଛି । ଚେକିଂ ବେଳେ ଡ୍ରାଇଭର ସମେତ କାର୍ରେ ୪ ଜଣ ବ୍ୟକ୍ତି ଥିଲେ ।
ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଚେକିଂ ବେଳେ କଲେଜ ଛକ ନିକଟରୁ ଇନୋଭା କାର୍ରୁ ଜବତ ହେଲା ୫୫ ଲକ୍ଷ ୨୦ ହଜାର ଟଙ୍କା l ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ପୋଲିସ ସ୍ଥାନୀୟ କଲେଜ ଛକ ନିକଟରୁ ନାକାବନ୍ଦୀ କରି ଚେକିଂ କରୁଥିବା ବେଳେ ସନ୍ଦେହରେ ଏକ ଇନୋଭା ଗାଡିକୁ ଅଟକାଇଥିଲା l ଗାଡ଼ିରେ ୪ ଜଣ ବ୍ୟକ୍ତି ବସିଥିବା ବେଳେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲାକୁ ଯାଉଥିବା ସୂଚନା ମିଳିଛି l ସେହି ଗାଡ଼ିରୁ ୫୫ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା । ଟଙ୍କାକୁ ଜବତ କରି ବ୍ୟାଙ୍କରେ ଜମାକଲା ବିନିକା ପୋଲିସ l ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
You Can Read :