ଚେୟାରକୁ ଉଡ଼େଇଲେ, ଢେଲାପଥର ମାଡ଼ କଲେ
ଚେୟାରକୁ ଉଡ଼େଇଲେ, ଢେଲାପଥର ମାଡ଼ କଲେ ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ କଂଗ୍ରେସର ଉଗ୍ର ବିକ୍ଷୋଭ । ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ଢେଲାପଥର ମାଡ଼ କଲେ । ଗାଡ଼ିରେ ବି ନିଆଁ ଲଗେଇଲେ ବିଧାନସଭା ଘେରାଉକୁ ଆସିଥିବା କର୍ମୀ ।
ଚେୟାରକୁ ଉଡ଼େଇଲେ, ଢେଲାପଥର ମାଡ଼ କଲେ
ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ କଂଗ୍ରେସର ଉଗ୍ର ବିକ୍ଷୋଭ । ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ଢେଲାପଥର ମାଡ଼ କଲେ । ଗାଡ଼ିରେ ବି ନିଆଁ ଲଗେଇଲେ ବିଧାନସଭା ଘେରାଉକୁ ଆସିଥିବା କର୍ମୀ ।