ଛତିଆ କୁଂଜିଆ ଛକ ନିକଟରେ ବୋମାମାଡ। crude bomb blast near NH 16 chhatia jajpur.
ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ କଡ଼ରେ ବମ୍ ବିସ୍ପୋରଣ ଦୁଇ ମୃତ,ଜଣେ ଗୁରୁତର,ଦୁର୍ଘଟଣା ର କାରଣ ଅସ୍ପଷ୍ଟ ,ଘଟଣା ସ୍ଥଳରେ ଗୋଟିଏ ପଲ୍ସର ଗୋଟିଏ ଇଲେକ୍ଟ୍ରି ସ୍କୁଟି ପଡ଼ିରହିଛି, କେମିତି ଏଭଳି ଭୟଙ୍କର ଦୁର୍ଘଟଣା