ଛତିଆରେ ଫୁଟିଲା ବୋମା

ଯାଜପୁର ଜିଲ୍ଲା ଛତିଆରେ ଫୁଟିଲା ବୋମା। ବିସ୍ଫୋରଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।

ଛତିଆରେ ଫୁଟିଲା ବୋମା
Array