ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ ; ପରିବାରର ଅନ୍ୟ ତିନି ଗୁରୁତର
ନନ୍ଦିଘୋଷ ବ୍ୟୁରୋ : ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ। ପରିବାରର ଅନ୍ୟ ତିନି ଗୁରୁତର ହୋଇଛନ୍ତି ।... The post ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ ; ପରିବାରର ଅନ୍ୟ ତିନି ଗୁରୁତର appeared first on .
ନନ୍ଦିଘୋଷ ବ୍ୟୁରୋ : ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ। ପରିବାରର ଅନ୍ୟ ତିନି ଗୁରୁତର ହୋଇଛନ୍ତି । ରାମଗିରି ଗ୍ରାମର ଶିବ ଶଙ୍କର ବଡମୁଣ୍ଡିଙ୍କ ପରିବାର ଅଙ୍ଗନବାଡ଼ି କେନ୍ଦ୍ରର ଛତୁଆ ଖାଇଥିଲେ। ତେବେ ପରେ ସମସ୍ତେ ଅସୁସ୍ଥ ହୋଇ ପଡିବା ପରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା ସେଠାରେ ଶିବ ଶଙ୍କରଙ୍କ ଝିଅର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଗୁରୁତରଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଶିବ ଶଙ୍କରଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି ଅନ୍ୟ ଜଣେ ଶିଶୁ ଗୁରୁତର ଥିବାବେଳେ ୧୩ ବର୍ଷ ବୟସର ଝିଅ ସୁମିତ୍ରା ଅସୁସ୍ଥ ଥିବା ଜଣାପଡ଼ିଛି।
The post ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ ; ପରିବାରର ଅନ୍ୟ ତିନି ଗୁରୁତର appeared first on .