ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଶେୟାର କଲେ ଏଭଳି ଭିଡିଓ, ଖୋଲିଗଲା ସବୁ ରାଜ୍‌

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡପତ୍ର ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଉଭୟ ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ଏହାକୁ ନେଇ ନିରବ ରହିଛନ୍ତି। ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଏକ ଭିଡିଓ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟା ନିଜ ପାଇଁ ଛିଡା ହେବା କଥା କହୁଥିବା ନଜର ଆସିଛନ୍ତି। ଐଶ୍ୱର୍ଯ୍ୟା […] The post ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଶେୟାର କଲେ ଏଭଳି ଭିଡିଓ, ଖୋଲିଗଲା ସବୁ ରାଜ୍‌ appeared first on Dharitri Odia News.

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଶେୟାର କଲେ ଏଭଳି ଭିଡିଓ, ଖୋଲିଗଲା ସବୁ ରାଜ୍‌

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡପତ୍ର ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଉଭୟ ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ଏହାକୁ ନେଇ ନିରବ ରହିଛନ୍ତି। ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଏକ ଭିଡିଓ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟା ନିଜ ପାଇଁ ଛିଡା ହେବା କଥା କହୁଥିବା ନଜର ଆସିଛନ୍ତି।

ଐଶ୍ୱର୍ଯ୍ୟା ଶେୟାର କରିଥିବା ଭିଡିଓରେ ସେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଏବଂ ନିର୍ଯାତନା ବିଷୟରେ କହୁଥିବାର ନଜର ଆସିଛନ୍ତି। ସେ ରାସ୍ତାରେ ନିର୍ଯାତନା ବିରୋଧରେ ସ୍ବର ଉଠାଇବା ଏବଂ ଲୋକଙ୍କୁ ଏହାର ମୁକାବିଲା ପାଇଁ ଉତ୍ସାହିତ କରିବା ପାଇଁ ମୋଟିଭେଟ୍‌ କରିଛନ୍ତି।

ଭିଡିଓରେ ଐଶ୍ୱର୍ଯ୍ୟା କହିଛନ୍ତି, ରାସ୍ତାରେ ନିର୍ଯାତନାକୁ କିପରି ମୁକାବିଲା କରାଯିବ? ସମସ୍ୟାକୁ ସିଧା ଆଖିରେ ଦେଖନ୍ତୁ । ମୁଣ୍ଡକୁ ଉଚ୍ଚ ରଖନ୍ତୁ। ଆପଣଙ୍କ ସମ୍ମାନ ସହିତ କଦାପି ଆପୋଷ ବୁଝାମଣା କରନ୍ତୁ ନାହିଁ। ନିଜକୁ ସନ୍ଦେହ କରନ୍ତୁ ନାହିଁ। ନିଜ ପାଇଁ ଠିଆ ହୁଅନ୍ତୁ। ଆପଣଙ୍କ ପୋଷାକ କିମ୍ବା ଲିପଷ୍ଟିକକୁ ଦୋଷ ଦିଅନ୍ତୁ ନାହିଁ। ରାସ୍ତାରେ ହେଉଥିବା ନିର୍ଯାତନା କଦାପି ଆପଣଙ୍କ ଦୋଷ ନୁହେଁ।

The post ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଶେୟାର କଲେ ଏଭଳି ଭିଡିଓ, ଖୋଲିଗଲା ସବୁ ରାଜ୍‌ appeared first on Dharitri Odia News.