ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଭାଇରାଲ ହେଲା ଐଶ୍ଵର୍ଯ୍ୟା-ଅଭିଷେକଙ୍କ ଫଟୋ, ଫ୍ୟାନ୍ସ ଦେଖି ହୋଇଗଲେ ଖୁସି

ମୁମ୍ଵାଇ ୦୮।୧୨; ବଲିଉଡ୍‌ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଅଭିନେତା ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଭିତରେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଫିଲ୍ମ ପ୍ରଡ୍ୟୁସର ଅନୁ ରଞ୍ଜନ ନିଜ ଇନଷ୍ଟ୍ରାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଯେଉଁ ଫଟୋରେ ଅଭିଷେକ,ଐଶ୍ୱର୍ଯ୍ୟା ସହ ତାଙ୍କ ମା’ ମଧ୍ୟ ପୋଜ ଦେଉଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଐଶ୍ୱର୍ଯ୍ୟା ଓ ଅଭିଷେକ ବହୁତ ଖୁସି ଜଣାପଡ଼ୁଥିବା ବେଳେ ଫଟୋରେ ଐଶ୍ୱର୍ଯ୍ୟାଙ୍କ ମା’ ମଧ୍ୟ ଝିଅ ଓ ଜ୍ୱାଇଁଙ୍କ ସହ ବହୁତ ଖୁସ ଥିବା ଜଣାପଡ଼ୁଛନ୍ତି।ଅଭିଷେକ, ଐଶ୍ୱର୍ଯ୍ୟା ଦୁହେଁ କଳା ରଙ୍ଗର ଆଉଟ ଫିଟରେ ନଜର ଆସିଛନ୍ତି। ଉଭୟ କ୍ୟାମେରା ଆଡକୁ ହସି ପୋଜ୍ ଦେଉଛନ୍ତି। ଏହି ଫଟୋ ପୋଷ୍ଟ କରିବା ସହିତ ପ୍ରଡ୍ୟୁସର ଅନୁ ରଞ୍ଜନ କ୍ୟାପସନରେ ଲେଖିଛନ୍ତି, “ଖୁସିର ମୁହୂର୍ତ୍ତ।” ଉଭୟଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ଦେଖି ଲାଇକ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି।

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଭାଇରାଲ ହେଲା ଐଶ୍ଵର୍ଯ୍ୟା-ଅଭିଷେକଙ୍କ ଫଟୋ, ଫ୍ୟାନ୍ସ ଦେଖି ହୋଇଗଲେ ଖୁସି

ମୁମ୍ଵାଇ ୦୮।୧୨; ବଲିଉଡ୍‌ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଅଭିନେତା ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଭିତରେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଫିଲ୍ମ ପ୍ରଡ୍ୟୁସର ଅନୁ ରଞ୍ଜନ ନିଜ ଇନଷ୍ଟ୍ରାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଯେଉଁ ଫଟୋରେ ଅଭିଷେକ,ଐଶ୍ୱର୍ଯ୍ୟା ସହ ତାଙ୍କ ମା’ ମଧ୍ୟ ପୋଜ ଦେଉଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଐଶ୍ୱର୍ଯ୍ୟା ଓ ଅଭିଷେକ ବହୁତ ଖୁସି ଜଣାପଡ଼ୁଥିବା ବେଳେ ଫଟୋରେ ଐଶ୍ୱର୍ଯ୍ୟାଙ୍କ ମା’ ମଧ୍ୟ ଝିଅ ଓ ଜ୍ୱାଇଁଙ୍କ ସହ ବହୁତ ଖୁସ ଥିବା ଜଣାପଡ଼ୁଛନ୍ତି।

ଅଭିଷେକ, ଐଶ୍ୱର୍ଯ୍ୟା ଦୁହେଁ କଳା ରଙ୍ଗର ଆଉଟ ଫିଟରେ ନଜର ଆସିଛନ୍ତି। ଉଭୟ କ୍ୟାମେରା ଆଡକୁ ହସି ପୋଜ୍ ଦେଉଛନ୍ତି। ଏହି ଫଟୋ ପୋଷ୍ଟ କରିବା ସହିତ ପ୍ରଡ୍ୟୁସର ଅନୁ ରଞ୍ଜନ କ୍ୟାପସନରେ ଲେଖିଛନ୍ତି, “ଖୁସିର ମୁହୂର୍ତ୍ତ।” ଉଭୟଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ଦେଖି ଲାଇକ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି।