ଛାତି ଫଟେଇ କାନ୍ଦୁଛି ମା , ଜୀବନ ହାରି ଦେଇଛି ଝିଅ ! girl death in jajpur

ଛାତି ଫଟେଇ କାନ୍ଦୁଛି ମା , ଜୀବନ ହାରି ଦେଇଛି ଝିଅ ! ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ମଙ୍ଗଳ ପୁର ଗାଁର ଭୂଦେବରାୟଙ୍କ ଘରେ ଭଡ଼ା ନେଇ ରହୁଥିବା ଜଣେ ଏକ୍ସିସ ବ୍ୟାଙ୍କ କର୍ମଚାରୀ ଜଣେ ଯୁବତୀଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି।