ଛାତିରେ ବାବୁସାନଙ୍କ ଟାଟୋ...ବାବୁ ଆଇ ଲଭ୍ ୟୁ
ଛାତିରେ ବାବୁସାନଙ୍କ ଟାଟୋ । ଦର୍ଶକ ବନ୍ଧୁ ଏମିତି ଟାଟୋ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ବଲିଉଡ୍ ଓ ଟଲିଉଡ୍ର ହିରୋମାନଙ୍କ ଚିତ୍ରକୁ ଫ୍ୟାନ୍ସମାନେ ମଧ୍ୟ ନିଜ ଦେହରେ ବନାଇଥିବେ ଦେଖିବାକୁ ପାଇଥିବେ ।