ଛାତ୍ରଙ୍କୁ ପିଟିଲେ ଛାତ୍ରୀ ଭଞ୍ଜନଗର ମହିଳା କଲେଜ ସମ୍ମୁଖରେ ହାଇଡ୍ରାମା

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। କେଉଁ ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀ ଆଉ ଜଣେ ଛାତ୍ରଙ୍କୁ ନିସ୍ତୁକ ପିଟୁଥିବା ଏକ ଭିଡିଓ ଆଜି ଅପରାହ୍ନରେ ଭାଇରାଲ ହେଉଛି। ଛାତ୍ରୀଜଣକ କେଉଁ କାରଣରୁ ଉକ୍ତ ଯୁବକଙ୍କୁ ପିଟିଲେ ତାହା ସଠିକ ଭାବେ ଜଣାପଡ଼ିନାହିଁ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାପରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ହେଉଥିବା ଭିଡିଓ ରେ ଛାତ୍ରୀ […] The post ଛାତ୍ରଙ୍କୁ ପିଟିଲେ ଛାତ୍ରୀ ଭଞ୍ଜନଗର ମହିଳା କଲେଜ ସମ୍ମୁଖରେ ହାଇଡ୍ରାମା appeared first on Dharitri Odia News.

ଛାତ୍ରଙ୍କୁ ପିଟିଲେ ଛାତ୍ରୀ ଭଞ୍ଜନଗର ମହିଳା କଲେଜ ସମ୍ମୁଖରେ ହାଇଡ୍ରାମା

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। କେଉଁ ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀ ଆଉ ଜଣେ ଛାତ୍ରଙ୍କୁ ନିସ୍ତୁକ ପିଟୁଥିବା ଏକ ଭିଡିଓ ଆଜି ଅପରାହ୍ନରେ ଭାଇରାଲ ହେଉଛି। ଛାତ୍ରୀଜଣକ କେଉଁ କାରଣରୁ ଉକ୍ତ ଯୁବକଙ୍କୁ ପିଟିଲେ ତାହା ସଠିକ ଭାବେ ଜଣାପଡ଼ିନାହିଁ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାପରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ହେଉଥିବା ଭିଡିଓ ରେ ଛାତ୍ରୀ ଛାତ୍ରଙ୍କ ପରିଚୟ ମିଳିନାହିଁ।

The post ଛାତ୍ରଙ୍କୁ ପିଟିଲେ ଛାତ୍ରୀ ଭଞ୍ଜନଗର ମହିଳା କଲେଜ ସମ୍ମୁଖରେ ହାଇଡ୍ରାମା appeared first on Dharitri Odia News.