ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ! ଶରୀର ପୋଡ଼ିଯାଇଛି ୯୫ ପ୍ରତିଶତ , ୪୮ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ
କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ଯାଏଁ କଥା ଗଲା ? ଏଥିରେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ସମୀର କୁମାର ସାହୁଙ୍କର କଣ ସଂପୃକ୍ତି ରହିଛି ? ଅଭିଯୋଗ ଉପରେ କଲେଜ ପ୍ରଶାସନ, ପ୍ରିନ୍ସିପାଲ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ୍ କମିଟିର ଭୂମିକା କଣ ଥିଲା ?