ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସଂଗୀତ କଳା ମହାବିଦ୍ୟାଳୟର ସମ୍ପାଦକ ଗିରଫ
ବାସୁଦେବପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସୁଦେବପୁର ସଂଗୀତ କଳା ମହାବିଦ୍ୟାଳୟର ସମ୍ପାଦକ ଗିରଫ। ପୂର୍ବରୁ ଛାତ୍ରୀ ଜଣକ ମହାବିଦ୍ୟାଳୟକୁ ନାଚ ଶିଖିବାକୁ ଯାଉଥିଲେ। କିନ୍ତୁ ଅସଦାଚରଣର ଶିକାର ହେବା ପରେ ନାଚ ଶିଖିବାକୁ ଯାଉନଥିଲେ । ତେବେ ଗତକାଲି ସମ୍ପାଦକ ତାଙ୍କର ସ୍ତ୍ରୀ ଦେହ ଅସୁସ୍ଥ ଥିବା କହି ଦେଖିବା ବାହାନାରେ ଛାତ୍ରୀଙ୍କୁ ନିଜ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ […] The post ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସଂଗୀତ କଳା ମହାବିଦ୍ୟାଳୟର ସମ୍ପାଦକ ଗିରଫ appeared first on KNews Odisha.

ବାସୁଦେବପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସୁଦେବପୁର ସଂଗୀତ କଳା ମହାବିଦ୍ୟାଳୟର ସମ୍ପାଦକ ଗିରଫ। ପୂର୍ବରୁ ଛାତ୍ରୀ ଜଣକ ମହାବିଦ୍ୟାଳୟକୁ ନାଚ ଶିଖିବାକୁ ଯାଉଥିଲେ। କିନ୍ତୁ ଅସଦାଚରଣର ଶିକାର ହେବା ପରେ ନାଚ ଶିଖିବାକୁ ଯାଉନଥିଲେ । ତେବେ ଗତକାଲି ସମ୍ପାଦକ ତାଙ୍କର ସ୍ତ୍ରୀ ଦେହ ଅସୁସ୍ଥ ଥିବା କହି ଦେଖିବା ବାହାନାରେ ଛାତ୍ରୀଙ୍କୁ ନିଜ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସମ୍ପାଦକ ବିଜୟ କୁମାର ରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
The post ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସଂଗୀତ କଳା ମହାବିଦ୍ୟାଳୟର ସମ୍ପାଦକ ଗିରଫ appeared first on KNews Odisha.